ଲାଞ୍ଚ ନେଉଥିଲେ ସରକାରୀ ହସ୍ପିଟାଲର ଆଟେଣ୍ଡାଣ୍ଟ ; ଭିଡ଼ିଓ ଭାଇରାଲ

ରାଉରକେଲା : ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲା଼ଞ୍ଚ ନେବା ବେଳେ କ୍ୟାମେରାରେ କଏଦ ହେଲେ ଆଟେଣ୍ଡାଣ୍ଟ୍। ରାଉରକେଲା ସରକାରୀ ହସ୍ପିଟାଲର ଏହି ଦୃଶ୍ୟ ଏବେ ଭାଇରାଲ ହୋଇଛି।

ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଜନ୍ମିତ ଛୁଆର ଯତ୍ନ ନେବା ଲାଗି ସେ ଏହି ଅର୍ଥ ନେଉଥିବା ଜଣାପଡ଼ିଛି। ଏ ନେଇ ଖବର ପ୍ରସାର ପରେ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ଉପରେ ନଜର ଅଛି ଏବଂ ଆଟେଣ୍ଡାଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡେପୁଟି CMO।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like