ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦କି.ମି. ବେଗରେ ପବନ ବୋହିବାର ଆଶଙ୍କା ରହିଛି। ତେଣୁ ନଭେମ୍ବର୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ବାତିଲ କରାଯାଇଛି। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଏହି ଦୁଇଦିନ ଖୋଲା ରହିବ।

ଅଫିସରମାନେ ନିଜ ନିଜର ଅଫିସରେ ଉପସ୍ଥିତ ରହିବେ ଓ କର୍ମଚାରୀଙ୍କ ସମସ୍ତ ପ୍ରକାରର ଛୁଟିକୁ ରଦ୍ଦ କରାଗଲା ବୋଲି ଜିଲ୍ଲାପାଳ ସିତାଂଶୁ ରାଉତ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ବ୍ରହ୍ମପୁର ବର୍ଡର ସିଲ୍

ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଡାକ୍ତରଙ୍କ ପୁଅକୁ କରୋନା, ବନ୍ଦ ହେଲା ଓପିଡି

ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ

ଭୁବନେଶ୍ୱରରୁ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଚାଷ ନୁହେଁ ଶିଳ୍ପ ପାଇଁ ମହାନଦୀ ପାଣି ବ୍ୟବହାର କରୁଛି ଛତିଶଗଡ଼

ଆବାସ ଯୋଜନା ଯୋଗୁ ବିବାଦ, ଗର୍ଭବତୀଙ୍କୁ ଆକ୍ରମଣ

‘ଡେରିରେ ଅଫିସ୍‌ ଆସିଲେ ଅଫିସରଙ୍କୁ ସରକାରୀ ଗାଡ଼ି ମନା’

କଟକ ସହରରୁ ବାହାରିଲେ ଆଉ ୧୬ କରୋନା ଆକ୍ରାନ୍ତ, ଲୋକାଲ୍‌ କେସ୍ କେବଳ‌ ୮

କଣ୍ଟେନ୍‌ମେଣ୍ଟ ଯୋଗୁ ଆସିଲାନି ଆମ୍ୱୁଲାନ୍ସ, ଚାଲିଗଲା ଶିଶୁର ଜୀବନ

ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଫୋରେନସିକ୍ ଲ୍ୟାବ୍‌କୁ ପଠାଗଲା ସୁଇସାଇଡ୍‌ ନୋଟ୍

ହସ୍ପିଟାଲ୍‌ରେ ଆଖି ବୁଜିଲେ ସିପାହୀ, ମୃତ୍ୟୁ ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌

You might also like