ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କଲ୍ୟାଣସିଂହପୁର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ନେଇ ଆସୁଥିବାବେଳେ ଭାଲୁମଷ୍କା ଷ୍ଟେସନଠାରୁ କିଛି ଦୂରରେ ଏକ ମାଲବାହୀ ଗାଡ଼ି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍‌ ଲକ୍ଷ୍ମୀପୁର ନିକଟରେ ଅଟକିଥିବାବେଳେ, କୋରାପୁଟ-ରାଉରକେଲା ଇଣ୍ଟରସିଟି ଟିକିରି ନିକଟରେ ଅଟକି ରହିଛି।

ଏହାସହ ମଧ୍ୟ ପଢନ୍ତୁ : ମାଲ୍‌ବାହୀ ଟ୍ରେନ୍‌ର ୧୫ଟି ବଗି ଲାଇନ୍‌ଚ୍ୟୁତ

You might also like