ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ।
ଆହୁରି ପଢ଼ନ୍ତୁ
କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ।