ନିର୍ଦୟ, ରାସ୍ତକଡ଼ରେ ଦୁଇ ଶିଶୁ କନ୍ୟାକୁ ଛାଡ଼ି ପଳାଇଲେ

ସୋର(ଶଶିକାନ୍ତ ବେହେରା): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରାସ୍ତା କଡ଼ରୁ ୨ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି।

ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।  କିଏ ଓ କାହିଁକି ଏଠାରେ ନବଜାତଙ୍କୁ ଏଠାରେ ଛାଡ଼ି ଦେଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

You might also like