କେଉଁ ବର୍ଗର କେତେ କର୍ମଚାରୀ ଅଫିସ ଆସିବେ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ବଦଳିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ୍‌ ଓ ପାର୍ସିଆଲି କ୍ରିଟିକାଲ୍‌ ବର୍ଗ। ଏନେଇ ରାଜ୍ୟ ସରକାରଙ୍କ General Administration and Public Grievance ‌Department ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

କ୍ରିଟିକାଲ୍‌ ବର୍ଗରେ ୧୫ଟି ବିଭାଗକୁ ସାମିଲ କରାଯାଇଥିବା ବେଳେ ପାର୍ସିଆଲି କ୍ରିଟିକାଲ୍‌ ବର୍ଗରେ ଅନ୍ୟ ସବୁ ବିଭାଗ ରହିଛି।

 

 

କ୍ରିଟିକାଲ ବର୍ଗରେ ରହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଅର୍ଥ, ବାଣିଜ୍ୟ ପରିବହନ, ସମନ୍ୱୟ, ଅବକାରୀ, ଗୃହ, ଶ୍ରମ, ଇସ୍ପାତ ଓ ଖଣି ଆଦି ବିଭାଗ। କ୍ରିଟିକାଲ ବର୍ଗର ୫୦ ପ୍ରତିଶତ କର୍ମଚାରୀ ପର୍ଯ୍ୟାୟକ୍ରମେ ଡ୍ୟୁଟି କରିବାକୁ ନିିର୍ଦ୍ଦେଶ ରହିଛି।

ସେହିପରି ପାର୍ସିଆଲି କ୍ରିଟିକାଲ୍‌ ବର୍ଗ ଅଧୀନ ବିଭାଗର ୩୦ ପ୍ରତିଶତ କର୍ମଚାରୀ ପର୍ଯ୍ୟାୟକ୍ରମେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁମାନେ ଅଫିସ ଆସିବେ ନାହିଁ, ସେମାନେ ଘରେ ରହି ଅଫିସ କାମ କରି ପାରିବେ। ଏହି ନିର୍ଦ୍ଦେଶନାମା ମେ’ ୪ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like