ନିୟମକୁ ଖୁଲମଖୁଲା ଉଲ୍ଲଂଘନ : ଅତିରିକ୍ତ ଆର୍‌ଟିଓ ପିନ୍ଧି ନାହାନ୍ତି ସିଟ୍ ବେଲ୍ଟ

ଗଞ୍ଜାମ  : ନିୟମକୁ ଖୁଲମଖୁଲା ଉଲ୍ଲଂଘନ। ସରକାରୀ ବାବୁ ଯିଏ କି ଲୋକଙ୍କୁ ସତର୍କ କରାଇବା କଥା ସେ ହିଁ ନିୟମକୁ ଭାଙ୍ଗିଛନ୍ତି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଠି ଶାନ୍ତନୁ କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ବସିଛନ୍ତି। ହେଲେ ସିଟ୍ ବେଲ୍‌ଟ ଲଗାଇ ନାହାନ୍ତି।

ମିଳିଥିବା ସୂଚନା ମୁତାବକ, ଗତକାଲି୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରି ଫେରିବାବେଳେ ଏହି ଘଟଣା ହୋଇଥିଲା। ସାଧାରଣଲୋକେ ତାଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ସେ କିମ୍ବା ତାଙ୍କ ଡ୍ରାଇଭର୍ କେହି ବି ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ଘେରି ଏସମ୍ପର୍କରେ ବାରମ୍ବାର ପଚାରିଥିଲେ। ହେଲେ ଏନେଇ କୌଣସି ଠୋସ୍ ଜବାବ ନଦେଇପାରି ଶାନ୍ତନୁ ସେଠାରୁ ପଲାଇଥିଲେ।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like