କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ରେଡ୍ ଚାଲିଛି। ଭିଜିଲାନ୍ସର୨ଟି ଟିମ୍ ଏକାସାଙ୍ଗରେ ଚଢ଼ଉ କରିଛି। ପଟ୍ଟାମୁଣ୍ଡାଇ ତହସିଲ, କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟି ସହ କେନ୍ଦ୍ରାପଡ଼ା ମାପ ଓ ଓଜନ ବିଭାଗ ଅଫିସ୍‌ରେ ରେଡ୍‌ ଚାଲିଛି।

ଟିଟୋ ସହ ଲିଙ୍କ୍‌ ଅଭିଯୋଗରେ ଗତ କିଛି ଦିନ ହେବ କେନ୍ଦ୍ରାପଡ଼ା, କଟକ, ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ୍ ପକ୍ଷରୁ ଚଢ଼ଉ ଚାଲିଛି।

 

You might also like