ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି
ପୁରୀ: ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଗତକାଲି ପୌଷ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ରାଜ ପରମ୍ପରା ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପଇତା ଲାଗି ସହ ଦେବର୍ଚ୍ଚନା ପରେ ଗଜପତି ମହାରାଜା ଓ ମହାରାଣୀଙ୍କ ଅଭିଷେକ କରାଯାଇଥିଲା। ସନ୍ଧ୍ୟାରେ ସିଂହାସନରେ ଗଜପତିଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଷୋହଳ ଶାସନର ସ୍ରୋତିୟ ବ୍ରାହ୍ମଣମାନେ ପଇତା, ନଡ଼ିଆ ରାଜଗୁରୁଙ୍କୁ ପ୍ରଦାନ କରିବା ପରେ ଗଜପତିଙ୍କୁ ଆଶୀର୍ବାଦ […]
ପୁରୀ: ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଗତକାଲି ପୌଷ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ରାଜ ପରମ୍ପରା ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି।
ପଇତା ଲାଗି ସହ ଦେବର୍ଚ୍ଚନା ପରେ ଗଜପତି ମହାରାଜା ଓ ମହାରାଣୀଙ୍କ ଅଭିଷେକ କରାଯାଇଥିଲା। ସନ୍ଧ୍ୟାରେ ସିଂହାସନରେ ଗଜପତିଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଷୋହଳ ଶାସନର ସ୍ରୋତିୟ ବ୍ରାହ୍ମଣମାନେ ପଇତା, ନଡ଼ିଆ ରାଜଗୁରୁଙ୍କୁ ପ୍ରଦାନ କରିବା ପରେ ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।