ସପ୍ତାହକୁ ୪ ଦିନ୍‌ ସଟଡାଉନ ହେବ ଏହି ଜିଲ୍ଲା

ପାରଳାଖେମୁଣ୍ଡି: ଗଜପତିରେ ସପ୍ତାହକୁ ୪ ଦିନି ଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲା ଟ୍‌ଡାଉନ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ସଟ୍‌ଡାଉନ ଘୋଷଣା ହୋଇଛି। ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର NAC ମଧ୍ୟ ସଟଡାଉନ ରହିବ ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ, NAC କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିଜିଲ୍ଲାରେ କରୋନା କ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି

 

ତେବେ ପୂର୍ବ ନିର୍ଦ୍ଦେଶ ମୁତାବକ ୩ ଦିନ ଲକ୍‌ଡାଉନ ନିୟମ ଜାରି ରହିବ ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍‌ଡାଉନ କଟକଣା ଯଥାପୂର୍ବକ ରହିବ ସେହିପରି ନୂପଡ଼ା ସହରକୁ ୭୨ ଘଣ୍ଟା ଲାଗି ଟ୍‌ଡାଉନ ଘୋଷଣା ହୋଇଛି। ନୂପଡ଼ା ସହରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ବ୍ୟବସାୟୀ ବଜାର କମିଟି ଓ ବ୍ୟବସାୟୀ ସଂଘ  ଟ୍‌ଡାଉନ ସମୟରେ କୌଣସି ଦୋକାନ ବଜାର ଖୋଲିବନି ନୂପଡ଼ା ସହରରେ କରୋନା କ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି

ଆଜି ଓଡ଼ିଶାରେ ଚିହ୍ନଟ ହୋଇଥିବା ୧୨୧୫ କରୋନା ପଜିଟିଭ୍‌ ମଧ୍ୟରୁ ଗଜପତିରେ ୮୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

 

You might also like