ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ

ଭବାନୀପାଟଣା: ପୋଲିସ୍‌ ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। କଳାହାଣ୍ଡି ଏସ୍‌ପି ଏ ନେଇ ସୂଚନା ଦେଇଛନ୍ତି।

କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏହି‌ ଏନ୍‌କାଉଣ୍ଟର ହୋଇଛି।

You might also like