ପେଟ୍ରୋଲ୍‌ ପମ୍ପରୁ ଫର୍ଚୁନର ଗାଡ଼ି ଜବତ, ଗାଡ଼ି ମାଲିକ ଟିଟୋର ଭାଇ

ଯାଜପୁର: ପାଣିକୋଇଲିର ଏକ ପେଟ୍ରୋଲ ପମ୍ପ ନିକଟରୁ ଫର୍ଚୁନର ଗାଡ଼ି ଜବତ। ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ଫର୍ଚୁନର ଗାଡ଼ି ଜବତ କରିଛି।

ଗତ ଦୁଇ ଦିନ ଧରି ଗାଡ଼ିଟି ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବାବେଳେ ଗତକାଲି ପୁଲିସ ଗାଡ଼ିକୁ ଜବତ କରିଥିଲା। ଜବତ ଗାଡ଼ିଟି ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟ ଭାଇ ସଦାମ ଅଲ୍ଲୀ ନାଁରେ ଥିବା ଜଣାପଡିଛି। ତେବେ ଗାଡ଼ିଟି ଏଠାକୁ କେମିତି ଆସିଲା ଏବଂ କିଏ ଆଣିଲା ତାକୁ ନେଇ ଟାସ୍କ ଫୋର୍ସ ଟିମ୍ ଖୋଳତାଡ଼ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like