କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ୍ କରି ସେ ଶୋକ ପ୍ରକାଶ କରିଛନ୍ତି।
ଘଟଣାରେ ସେ ମର୍ମାହତ ଥିବା କଥା ଟ୍ୱିଟ୍ କରିଛନ୍ତି।
R.I.P?
Woke to awful news of 9 deaths from a boat capsizing in my Kendrapada, Odisha.
After every such tragedy (thr've been many), the state govt announces it will strictly enforce rules banning boats' overloading & requiring life vests / inflatable tubes on board, but does not. https://t.co/J3QkgUrwWn— Baijayant Jay Panda (@PandaJay) 3 January 2019
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁର୍ଘଟଣାକୁ ନେଇ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନିରଞ୍ଜନ।
My deepest condolences to the families of the victims of the boat accident in Paradip which inculdes seven children and two women. I pray to Lord Jagannath for a speedy recovery of those who are injured.
— Niranjan Patnaik (@NPatnaikOdisha) 3 January 2019