ବିଜେପି ଉପରେ ଅସନ୍ତୋଷ ଝାଡ଼ିଲେ ଦାମ ରାଉତ

ଭୁବନେଶ୍ୱର:  ନିର୍ବାଚନରେ ହାରିଲା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ବିଜେପି ନେତା ଦାମୋଦର ରାଉତ। ବିଜେପି ନେତାମାନେ ଆଉ ଦାମୋଦର ରାଉତଙ୍କୁ ପଚାରୁ ନାହାନ୍ତି। କୌଣସି କାମରେ ତାଙ୍କୁ ଡକା ଯାଉନି କିମ୍ବା ତାଙ୍କର ଆବଶ୍ୟକତା ଆଉ ଲୋଡ଼ୁନି ବିଜେପି। ଆଜି ଏଭଳି କିଛି ଢଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ବିଜେପିରେ ଥାଇ ବି ଏବେ ସେ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି ସେ ଦଳ ଉପରେ ଏକପ୍ରକାର ଅସନ୍ତୋଷ ଜାହିର କରିଛନ୍ତି।।

ଦାମ କହିଛନ୍ତି,  ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ଡାକି ଦଳରେ ମିଶାଇଥିଲା। ବାଲିକୁଦା-ଏରସମାରୁ ସେ ନିର୍ବାଚନ ଲଢ଼ିଥିଲେ। ହେଲେ ବିଭିନ୍ନ କାରଣରୁ ନିର୍ବାଚନ ହାରିଲେ। ସେ ସମୟରେ ତାଙ୍କୁ ଷ୍ଟାର୍ ପ୍ରଚାରକ କରାଯାଇଥିଲା। ଏପରିକି ବଡ଼ ବଡ଼ କାର୍ଯ୍ୟକ୍ରମରେ ହେଲିକପ୍ଟର ବୁଲାଉଥିଲେ ହେଲେ ଏବେ ଆଉ ବିଜେପି ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ କରିନଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like