• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ। ଏକ ଘରୋଇ ହସ୍ପିଟାଲର ଆସିଷ୍ଟାଣ୍ଟଙ୍କୁ ଜଣେ ପୂର୍ବତନ ସେନା କର୍ମଚାରୀ ଗୁଳି କରିଥିବା ସୂଚନା ମିଳିଛି। କୁଞ୍ଜବିହାରୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ସେ ଗୁଳିକରିଥିବା କୁହାଯାଉଛି। ତାଙ୍କ ହାତରେ ଗୁଳି ବାଜି ସେ ଗୁରୁତର ଅବସ୍ଥାରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ନିଜର ଡବଲ ବ୍ୟାରେଲ୍ ରାଇଫଲରେ ସଂପୃକ୍ତ ପୂର୍ବତନ ସେନା କର୍ମଚାରୀ ଜଣକ ଗୁଳିକରିଛନ୍ତି। ତାଙ୍କ ନାଁ ଅଶ୍ୱିନୀ ରାଉତ। ତେବେ କାହିଁକି ସେ ଗୁଳି କଲେ ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ଖୋଳତାଡ଼ କରୁଛି।

Former-army-assitants-shoot-a-hospital-member
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories