ଚଢ଼ା ଦରରେ ମିଳୁଛି ‘କାଳିଆ’ ଯୋଜନାର ଫର୍ମ

ବାଲେଶ୍ୱର: ଚଢ଼ା ଦରରେ ମିଳୁଛି ‘କାଳିଆ’ ଯୋଜନା ଫର୍ମ। ପଞ୍ଚାୟତ ଅଫିସ୍‌ରେ ଫର୍ମ ମିଳୁନଥିବା ବେଳେ ବାହାରେ କିନ୍ତୁ ଦଲାଲ ଏହାକୁ ଖୁଲମ୍‌ଖୁଲା ଚଢ଼ା ଦରରେ ବିକୁଥିବା ଦେଖିବାକୁ ମିଳିଛି।

ବାଲେଶ୍ୱର ଖଇରା ବ୍ଲକ୍‌ ମାଖନପୁର ପଞ୍ଚାୟତ ଅଫିସ୍ ଆଗର ଏକ ଦୃଶ୍ୟ ଏବେ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ବାଇକ୍ ଡିକିରେ ‘କାଳିଆ’ ଯୋଜନାର ଫର୍ମ ଗୁଡିକ ରଖି ଲୋକଙ୍କୁ ବିକ୍ରି କରୁଛନ୍ତି।

ଗତକାଲି ମାଖନପୁର ପଞ୍ଚାୟତ ଅଫିସ୍‌ରେ ଫର୍ମ ସରିଯିବାରୁ ଲୋକମାନେ ହଇରାଣ ହୋଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ପାଖକୁ ଏତେ ଗୁଡିଏ ଫର୍ମ କେମିତି ଆସିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

You might also like