ଶାଗୁଆନ କାଠ ବୋଝେଇ ଟ୍ରକ୍‌କୁ ଜବତ କଲା ବନବିଭାଗ

ନୟାଗଡ଼  : ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ ଶାଗୁଆନ କାଠ ଚୋରା ଚାଲାଣ ଅଭିଯୋଗରେ ବନବିଭାଗର ଚଢ଼ଉ। କୋସକା ଅଞ୍ଚଳରେ ଚଢ଼ଉ କରି ଶାଗୁଆନ କାଠ ବୋଝେଇ ଏକ ଟ୍ରକ୍‌କୁ ଜବତ କରିଛି ବନବିଭାଗର ଟିମ୍। ଜବତ କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଖଣ୍ଡପଡ଼ା କୋସକା ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦଶପଲ୍ଲା ଅଞ୍ଚଳକୁ କାଠ ଚାଲାଣ ହେଉଥିବା ଖବର ପାଇ, କଣ୍ଟିଲୋ-ସିଦ୍ଧମୂଳ ରାସ୍ତାର ଅକୁରାବନ୍ଧ ଗାଁ ନିକଟରେ ଟ୍ରକ୍‌ଟିକୁ ଜବତ କରିଥିଲା ବନବିଭାଗର ଟିମ୍। ଘଟଣାସ୍ଥଳରୁ ଟ୍ରକ୍‌ର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

କାଠ ଚୋରା ଚାଲାଣ ବଢି ଚାଲିଥିବାବେଳେ ବନ ବିଭାଗ ଜାଣିଶୁଣି କାଠ ମାଫିଆଙ୍କୁ ଗିରଫ କରୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like