• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିଆଳି : ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ କାଳିଆ ଠାକୁର । ତେବେ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଗଲା ଅଷ୍ଚମୀ ଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରୁ ପରମ୍ପରା ଅନୁଯାୟୀ ଭାର ନିଆଯାଇଛି । ପାଟବସ୍ତ୍ର, ନଡିଆ, ବିରି, ଅରୁଆ ଚାଉଳ ନେଇ ସଂକୀର୍ତ୍ତନ ମଣ୍ଡଳୀ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।

ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀରେ ଜ୍ୟେଷ୍ଠ ସନ୍ତାନ ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି  ଏବଂ ସେହି ବସ୍ତ୍ର ମାମୁଁଘର ପକ୍ଷରୁ ଆସିଥିବା ପରମ୍ପରା ରହିଛି । ତେବେ ପରମ୍ପରା ମୁତାବକ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବରୁ ନୂଆ ବସ୍ତ୍ର ନିଆଯାଇଛି । ତେବେ କରେ।ନା କଟକଣା ଲାଗି ଚଳିତ ଥର ସଂକୀର୍ତନ ମଣ୍ଡଳୀଙ୍କ ସଂଖ୍ୟା କମ ରହିଛି ।

For-ashtami-the-burden-of-reading-went-from-niali-to-srimandir
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories