• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ରେଲେଓ୍ୱ ଷ୍ଟେସନରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ରାତି ପ୍ରାୟ ୧୦ଟା ବେଳେ ଏକ ମାଲଗାଡ଼ି ଷ୍ଟେସନ ଅତିକ୍ରମ କରିବା ବେଳେ ଫୁଟ ଓଭରବ୍ରିଜ୍ ଭାଙ୍ଗିଯାଇଥିଲା।  ଏହାସହ ୩ଟି ସିଗ୍ନାଲ ପୋଲ୍ ମଧ୍ୟ ଭାଙ୍ଗିଯାଇଥିବା ଜଣାଯାଇଛି।

ଖବର ପାଇରେଲେଓ୍ୱ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ଘଟଣାର ତଦନ୍ତ କରିଥିଲେ। ତେବେ ଓଭରବ୍ରିଜରେ ମାଲଗାଡ଼ିର କଛି ଅଂଶ ବାଜିବାରୁ ଏହା ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।

ବ୍ରିଜ୍ ଭାଙ୍ଗି ଏହାର ଭଗ୍ନାବଶେଷ ଧାରଣାରେ ପଡ଼ିଥିବାରୁ ଅପ୍ ଲାଇନ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Foot-overbridge-collapsed-in-balasore-station
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories