• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଖାଇବାକୁ ପାଉନାହାନ୍ତି ପଶୁଜନ୍ତୁ। ଫଳରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।ଏପରି ଅନେକ ସ୍ଥାନରେ ପଶୁମାନେ ହ୍ରିଂସ ହେଲେଣି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି।

ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଛନ୍ତି। ତେବେ ଏହି କୁକୁରଗୁଡ଼ିକୁ ମିଳିବ ଖାଦ୍ୟ। ବୁଲା କୁକୁର, ବୁଲା ପଶୁଙ୍କୁ ଖାଦ୍ୟ ଦେବା ବ୍ୟବସ୍ଥା ପାଇଁ ଚିଠି ହୋଇଛି। ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରାଣୀ ସଂପଦ ସଚିବ। ବୁଲା କୁକୁରଙ୍କୁ ୨ ସପ୍ତାହ ଖାଦ୍ୟ ଦେବାକୁ ୫୪ ଲକ୍ଷ ବ୍ୟୟ ଆକଳନ କରାଯାଇଛି।

 

Food-will-be-supply-for-street-dog-during-lockdown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories