ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କଟକ  : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

ଅାଜି ବୈଜୟନ୍ତ ଗାଁକୁ ଅାସି ସସ୍ମିତାଙ୍କୁ ଭେଟି ତାର ସାହସିକ କାମ ପାଇଁ ପ୍ରଶଂସା କରିଥିଲେ।  ସସ୍ମିତାଙ୍କ ସାହସିକତା ପାଇଁ ସରକାରଙ୍କୁ ଲେଖି ଜଣାଇବେ ବୋଲି କହିଛନ୍ତି ବୈଜୟନ୍ତ।

You might also like