• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାଲେଶ୍ୱର ( ରଶ୍ମିରଂଜନ ଦାସ) : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ବୁଡିଗଲା ମାଛ ଧରା ଡଙ୍ଗା । ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି।

ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି।

ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳରୁ ୪ଜଣ ମତ୍ସ୍ୟଜୀବୀ ଏକ ଭୁଟୁଭୁଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ତେବେ ଗତକାଲି ଫେରୁଥିବା ବେଳେ କଷାଫଳ ମୁହାଣ ନିକଟରେ ହଠାତ୍ ପବନରେ ସେମାନଙ୍କ ଡଙ୍ଗାଟି ବୁଡି ଯାଇଥିଲା। ତାପର ଠାରୁ ପଞ୍ଚାନନ ଦଳେଇ ନିଖୋଜ ଅଛନ୍ତି।

Fisherman-missing-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories