ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ। କିପରି ଅଗ୍ନି ନିର୍ବାପନ ସଂପର୍କିତ ନିୟମ ପାଳନ ହେବ, ତାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

ଏହା ସହିତ ବିଷାକ୍ତ ଗ୍ୟାସ୍‌ ଦୁର୍ଘଟଣା, ଡାକ୍ତରଖାନାରେ ବିଷାକ୍ତ ଗ୍ୟାସ୍‌ ଅଘଟଣ ହେଲେ କିପରି ତାର ମୁକାବିଲା କରାଯିବ, ସେ ଉପରେ ମଧ୍ୟ ଆଲୋଚନା ହେବ।  ବୈଠକରେ ଶହେରୁ ଅଧିକ ଅଧିକାରୀ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

You might also like