ଭୀମସାରରେ ଅଗ୍ନିକାଣ୍ଡ

ସମ୍ବଲପୁର  : ସମ୍ବଲପୁର ଭୀମସାରରେ ଅଗ୍ନିକାଣ୍ଡ। କାର୍ଡିଓଲୋଜି ବିଭାଗ ପାଖରେ ଥିବା ଜେନେରେଟର ରୁମ୍‌ରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଜେନେରେଟର ଖରାପ ହୋଇଯାଇଥିବାରୁ ମେଡିକାଲର ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଚାଲୁ କରିବାରେ ବାଧା ସୃଷ୍ଟି ହୋଇଛି। ଏଥିସହ ମେଡିକାଲ ଏକପ୍ରକାର ଅନ୍ଧାରରେ ରହିଛି।

You might also like