ଜଳିଗଲା ୫ ଲକ୍ଷ ଟଙ୍କାର ବିସ୍କୁଟ୍‌

ଯାଜପୁର: ବ୍ୟାସନଗର ସ୍ଥିତ ଏକ ବିସ୍କୁଟ୍‌ ଓ ତେଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ନର୍ସିଂ ଟ୍ରେଡିଂ ଏଜେନ୍ସିର ଗୋଦାମରେ ନିଆଁ ଲାଗି ପାଖାପାଖି ୫ ଲକ୍ଷ ଟଙ୍କାର ବିସ୍କୁଟ ପୋଡ଼ି ପାଉଁସ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

You might also like