ଖୋର୍ଦ୍ଧା ପିଏନ୍ କଲେଜରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଅଘଟଣ ଘଟିଛି। ଯୁକ୍ତ ଦୁଇ ଖାତା ଦେଖା ବେଳେ କଲେଜର ମୈତ୍ରୀ ବିହାର ପରିସର ପରୀକ୍ଷାକେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି।

କେନ୍ଦ୍ର ଭିତରେ ଥିବା ତାର ଗୁଡିକ ହଠାତ୍ ଜଳିବା ସହ ପ୍ରବଳ ଧୂଆଁ ବାହାରିଥିଲା। ତେବେ ଖୋର୍ଦ୍ଧା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

You might also like