କଟକ ବଡ଼ ଡାକ୍ତରଖାନାର ଅଗ୍ନିକାଣ୍ଡ
କଟକ: କଟକ ବଡ଼ ଡାକ୍ତରଖାନାର ଆଜି ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ତେବେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି ହୋଇନି। ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।