• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲେଶ୍ୱର: ବାପା ନା ସୈତାନ୍! ନିଜ ଦେଢ଼ ମାସର ଶିଶୁ ପୁଅକୁ ବାପା କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର କସିମିଳାରେ ଘଟିଛି ଏଭଳି କିଛି ଲୋମହର୍ଷଣକାରୀ ଘଟଣା।

ସ୍ଥାନୀୟ ଅଞ୍ଚଳର ପ୍ରଭାତ କୁମାର ବାଇ ନାମକ ବ୍ୟକ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ତେବେ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାକୁ ସ୍ତ୍ରୀକୁ ନେଇ ଶିଶୁପୁତ୍ରକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାକୁ ମୃତ ଘୋଷଣା କରାଯାଇଛି। ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରି ପଚରାଉଚରା କରୁଛି।

ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଶିଶୁପୁତ୍ର ରାସ୍ତାରେ ଆସିବା ବେଳେ ବାଇକରୁ ପଡ଼ିଯାଇ ପ୍ରାଣ ହରାଇଛି। ତାଙ୍କ ସ୍ତ୍ରୀ ମିଛ ଅଭିଯୋଗ କରିଥିବା ସେ କହିଛନ୍ତି।

Father-killed-his-son-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories