କାଳିଆ ଟଙ୍କା ମିଳିନଥିବାରୁ ପ୍ରଚାର ରାଲି ଉପରକୁ ଧୂଳି ଫିଙ୍ଗିଲେ ଚାଷୀ

ପଟ୍ଟାମୁଣ୍ଡାଇ : ନିର୍ବାଚନ ପ୍ରଚାର ବେଳେ ଅପଦସ୍ଥ ହେଲେ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ। ଧ୍ରୁବଙ୍କ ରାଲି ଉପରକୁ ଜଣେ ଚାଷୀ ଧୂଳିମାଡ଼ କରିଥିବା ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ପଡ଼ା ଗାଁରେ ଧ୍ରୁବ ସାହୁଙ୍କ ପ୍ରଚାର ରାଲି ଚାଲିଥିବା ବେଳେ ସ୍ଥାନୀୟ ଜଣେ ଚାଷୀ ରାଲି ଅଟକାଇଥିଲେ। କାଳିଆ ଯୋଜନାରେ ଟଙ୍କା ମିଳିନଥିବାରୁ ସେ ଏହାର ପ୍ରତିବାଦ କରିବା ସହ ରାଲି ଉପରକୁ ଧୂଳି ଫିଙ୍ଗିଥିଲେ। ଚାଷୀଙ୍କ ନାଁ ରାମ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।

ରାମଙ୍କ ଧୂଳି ମାଡ଼ ଯୋଗୁଁ ଧ୍ରୁବ ଓ ରାଲିରେ ଥିବା ସମର୍ଥକଙ୍କୁ ଦୀର୍ଘ ସମୟ ଧରି ହଟହଟା ହେବାକୁ ପଡ଼ିଥିଲା। ତେବେ ଏନେଇ ଧ୍ରୁବ ସାହୁ କିମ୍ବା ବିଜେଡିର କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଓଡ଼ିଶା ସରକାରଙ୍କ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

You might also like