ଚାଷୀ ଅାତ୍ମହତ୍ୟା ଅଭିଯୋଗ
ଯାଜପୁର : ଚାଷୀ ଅାତ୍ମହତ୍ୟା ଅଭିଯୋଗ। ଏହି ଅଭିଯୋଗ ଅାସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରରୁ। ମୃତକ ହେଲେ ଗୌରାଙ୍ଗ ବଳ। ପରିବାର ଲୋକଙ୍କ କହିବା ଅନୁସାରେ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଅାଣିଥିଲେ। ତେବେ ଋଣ ଚିନ୍ତାରେ ସେ ଘର ପଛରେ ଏକ ଗଛରେ ଦଉଡ଼ି ଦେଇ ଅାତ୍ମହତ୍ୟା କରିଥିବା ତାଙ୍କର ପତ୍ନୀ କହିଛନ୍ତି। ଏ ସଂପର୍କରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଯାଜପୁର : ଚାଷୀ ଅାତ୍ମହତ୍ୟା ଅଭିଯୋଗ। ଏହି ଅଭିଯୋଗ ଅାସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରରୁ। ମୃତକ ହେଲେ ଗୌରାଙ୍ଗ ବଳ। ପରିବାର ଲୋକଙ୍କ କହିବା ଅନୁସାରେ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଅାଣିଥିଲେ।
ତେବେ ଋଣ ଚିନ୍ତାରେ ସେ ଘର ପଛରେ ଏକ ଗଛରେ ଦଉଡ଼ି ଦେଇ ଅାତ୍ମହତ୍ୟା କରିଥିବା ତାଙ୍କର ପତ୍ନୀ କହିଛନ୍ତି। ଏ ସଂପର୍କରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।