ବୋରିଗୁମ୍ମା ବଜାରରେ ବିଭିନ୍ନ କିସମର ଆମ୍ବର ପସରା

କୋରାପୁଟ: କୋରାପୁଟ ବୋରିଗୁମ୍ମାର ବଜାରରରେ ବିଭିନ୍ନ ରକମର ଆମ୍ବ ମିଳୁଛି। ବୋରିଗୁମ୍ମା ଅଞ୍ଚଳର ଆଦିବାସୀ ଚାଷୀଙ୍କ ଛୋଟ ବଡ଼ ବଗିଚାରୁ ଆସିଥିବା ଲେଙ୍ଗଡ଼ା, ଆମ୍ରପାଲି, ଆଖୁରସ, ସିନ୍ଦୁରି, ମଲ୍ଲିକା, ଦଶରୀ ଓ ବାଇଗଣପଲି ଭଳି ଅନେକ ପ୍ରକାରର ସ୍ୱାଦିଷ୍ଟ ଆମ୍ବ ଗ୍ରାହକ କିଣି ନେଉଛନ୍ତି।

ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ଷାର ପରିମାଣ କମିଯାଇଥିବା ଯୋଗୁ ଆମ୍ବର ପରିମାଣ କମିଯାଇଛି ବୋଲି ଆମ୍ବ ଚାଷୀ କହିଛନ୍ତି।

You might also like