• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ନକଲି ନୋଟ୍‌ ରାକେଟ୍‌ ଠାବ। ହେମଗିରି ଥାନା କେନ୍ଦୁଡିହି ଗାଁରୁ ଏକ ନକଲି ନୋଟ୍‌ ରାକେଟ୍‌ ଧରିଛି ପୁଲିସ୍‌। ନକଲି ନୋଟ୍‌ ତିଅାରି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ୩ଟି ୫ଶହ ଟଙ୍କିଅା ନୋଟ୍‌, କମ୍ପୁଟର, ପ୍ରିଣ୍ଟର ଓ ସ୍କାନର ଜବତ ହୋଇଛି।

ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। କେନ୍ଦୁଡିହି ଗାଁର ସଦାନନ୍ଦ ଖମାରିଙ୍କ ଦୋକାନରେ ଚଢ଼ଉ ବେଳେ ପୁଲିସକୁ ଏହି ସଫଳତା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌।

Fake-note-racket-busted-in-sundargarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories