ଗର୍ଜିଲା ଛାତ୍ର କଂଗ୍ରେସ୍‌

ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ।

ବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ  ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ରାଜ୍ୟ ଓ ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ର ହେଉଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଛି। ଏହା କେବଳ ଟ୍ରେଲର, ଅାଗକୁ ସାରା ଦେଶରେ ବିରୋଧ ଜାରି ରହିବ ବୋଲି ଦଳ କହିଛି।

You might also like