ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ସମ୍ବଲପୁର: ଜେଲ୍ରେ ଥିବା ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମ୍ବଲପୁର ଅଞ୍ଚଳର ଅଭିଯୁକ୍ତ ରଞ୍ଜନ ମହାରଣାଙ୍କ ଘରୁ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗୁଳି, ବନ୍ଧୁକ, ଜିଲୋଟିନ୍ ଓ ଡିଟୋନେଟର ଜବତ ହୋଇଛି। କିଛି ଦିନ ପୂର୍ବରୁ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନଙ୍କୁ ଗିରଫ କରାଯିବା ପରେ ସେ ଏବେ ଜେଲ୍ରେ ଅଛନ୍ତି।