ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ !

ସମ୍ବଲପୁର: ସମ୍ବଲପୁରରେ ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ। ଗାଡ଼ିରେ ବସି ୟୁନିଫର୍ମରେ ଥିବା କିଛି ଅଧିକାରୀ ମଦ ପିଉଛନ୍ତି। ତେବେ ଏହି ଘଟଣା କେଉଁ ଅଞ୍ଚଳର ଏବଂ ଏହି ଅଧିକାରୀମାନେ କିଏ ସେ ନେଇ ଜଣାପଡ଼ିନି।

ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅବକାରୀ ଅଧିକ୍ଷକ ହରିଶଚନ୍ଦ୍ର ସେଠୀ। ଭିଡିଓରେ ନଜର ଆସୁଥିବା ଅଧିକାରୀ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନୁହଁନ୍ତି। ଏପରିକି ସେମାନେ ଯେଉଁ ଗାଡିରେ ବସିଛନ୍ତି ତାହା ବି ଅବକାରୀ ବିଭାଗର ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

You might also like