• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସମ୍ବଲପୁର: ସମ୍ବଲପୁରରେ ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ। ଗାଡ଼ିରେ ବସି ୟୁନିଫର୍ମରେ ଥିବା କିଛି ଅଧିକାରୀ ମଦ ପିଉଛନ୍ତି। ତେବେ ଏହି ଘଟଣା କେଉଁ ଅଞ୍ଚଳର ଏବଂ ଏହି ଅଧିକାରୀମାନେ କିଏ ସେ ନେଇ ଜଣାପଡ଼ିନି।

ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅବକାରୀ ଅଧିକ୍ଷକ ହରିଶଚନ୍ଦ୍ର ସେଠୀ। ଭିଡିଓରେ ନଜର ଆସୁଥିବା ଅଧିକାରୀ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନୁହଁନ୍ତି। ଏପରିକି ସେମାନେ ଯେଉଁ ଗାଡିରେ ବସିଛନ୍ତି ତାହା ବି ଅବକାରୀ ବିଭାଗର ନୁହେଁ ବୋଲି ସେ କହିଛନ୍ତି।

Excise-officer-drinking-video-viral
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories