ଚଢ଼ାଉ ପାଇଁ ଯାଇଥିବା ବେଳେ ଅଟକାଇଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ଜଳେଶ୍ୱରରେ ଅବକାରୀ ଟିମକୁ ଅଟକାଇଲେ ସ୍ଥାନୀୟ ଲୋକେ। ଚଢ଼ାଉ ପାଇଁ ଯାଇଥିବା ବେଳେ ଝାଡ଼େଶ୍ୱରପୁର ବସ୍ତିରେ ଅବକାରୀ ବିଭାଗର ଏଏସ୍ଆଇ ଓ ୪ ଜଣ କର୍ମଚାରୀଙ୍କୁ ବସ୍ତି ମଝିରେ ଅଟକାଇଥିଲେ ଲୋକେ।

ଏପରିକି ଅବକାରୀ ବିଭାଗ ଟିମ୍ ଯାଇଥିବା ଗାଡ଼ିର ଚାବିକୁ କାଢ଼ିନେଇଥିଲେ ସ୍ଥାନୀୟ ଲୋକେ। ଘଟଣା ସମ୍ପର୍କରେ ଖବର ପାଇ ଅବକାରୀ ଟିମ୍‌କୁ ଉଦ୍ଧାର କରିଛି ଜଳେଶ୍ୱର ପୁଲିସ୍।

ଝାଡ଼େଶ୍ୱରପୁର ବସ୍ତିରେ ବ୍ରାଉନ୍‌ସୁଗର କାରବାର ଚାଲୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ। ଏନେଇ ଚଢ଼ାଉ କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like