• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ସୁନ୍ଦରଗଡ଼( ବିଜୟ ବରୁଆ) : ସୁନ୍ଦରଗଡ଼ରେ ଇଭିଏମ୍ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ ନିଷ୍ପତ୍ତି। ସୁନ୍ଦରଗଡ଼ ଜିଲ୍ଲା ରଙ୍ଗାଢିପା ୨୧୩ ନଂ ବୁଥ୍‌ରେ ଭୋଟ୍ ବନ୍ଦ କରାଯାଇଛି। ସକାଳେ ଆରମ୍ଭରୁ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା।

ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିବା ଜଣାପଡିଥିଲା। ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖା ଦେଇଥିଲା। ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟରମାନେ। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ  ରିଟର୍ଣ୍ଣିଂ ଅଫିସର ପହଞ୍ଚି ଭୋଟ ବନ୍ଦ କରିଥିଲେ। ଏନେଇ ଭୋଟ ବନ୍ଦ ସହ ପୁନଃ ମତଦାନ ପାଇଁ ECIଙ୍କୁ ଚିଠି ଲେଖିଲେ।

Evm-malfunction-reported-from-sundargarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories