ଜବରଦଖଲକାରୀଙ୍କ କବଳରୁ ମୁକୁଳିବେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପରେ ଏବେ ଶ୍ରୀଲିଙ୍ଗରାଜ ମଧ୍ୟ ଜବର ଦଖଲକାରୀଙ୍କ କବଳରୁ ମୁକୁଳିବେ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହି ଅଭିଯାନ ପାଇଁ ମନ୍ଦିର ପ୍ରଶାସନ, ବିଏମ୍‌ସି ଓ  ବିଡିଏ ମିଳିତ ଭାବେ ଏକ ସ୍କ୍ୱାଡ ଗଠନ କରିଛନ୍ତି  ।

ଜବର ଦଖଲ ଉଚ୍ଛେଦ ପୂର୍ବରୁ ମାପଚୂପ କରାଯାଉଛି। ମାପଚୁପ ସରିବା ପରେ ଜବର ଦଖଲ ଉଚ୍ଛେଦ ଅଭିଯାନ କରାଯିବ ବୋଲି ଜଣାପଡ଼ିଛି ।

You might also like