ମୋବାଇଲ୍‌ ପାଇଁ ପାଣିକୁ ଡେଇଁଲେ ଇଞ୍ଜିନିୟର, ହେଲେ ଆଉ ଫେରିଲେନି

ବୌଦ୍ଧ: ପାଣିରେ ବୁଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ପାଲଝରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଇଞ୍ଜିନିୟର ହେଲେ ତାମିଲନାଡୁର ଆର୍ ମୁକୁନ୍ଦମ୍।

ସୂଚନା ଅନୁସାରେ, ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌କୁ ମୁକୁନ୍ଦମ୍ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ତାଙ୍କ ଫୋନ୍‌ ପାଣିରେ ପଡ଼ି ଯାଇଥିଲା। ଏହାପରେ ମୁକୁନ୍ଦମ୍ ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ବହୁ ସମୟ ଧରି ମୁକୁନ୍ଦମ୍ ପାଣିରୁ ନ ବାହାରିବାରୁ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ ତାଙ୍କର ଅନ୍ୟ ସହଯୋଗୀ।

ବହୁ ଖୋଜାଖୋଜି ପରେ ଶେଷରେ ମୁକୁନ୍ଦମ୍‌ଙ୍କ ମୃତଦେହ ପ୍ରାୟ ୧ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଥିଲେ।

ମୁକୁନ୍ଦମ୍ ଅନୁଗୁଳ ଜିଲ୍ଲା କୁମ୍ଭୀଆଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟ କାମରେ ନିୟୋଜିତ ଥିଲେ।

ଆହୁରି ପଢ଼ନ୍ତୁ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

You might also like