• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନ୍‌କାଉଣ୍ଟର। ହାଲପୁର ଛକରେ ସ୍ପେଶାଲ ସ୍କ୍ୱାର୍ଡ ଏନ୍‌କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି।  ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧାରେ ହତ୍ୟା, ଲୁଟ୍ ଭଳି ଏକାଧିକ ମାମଲା ରହିଛି। ସେ ୫ ବର୍ଷ ହେଲା ଫେରାର ଥିଲା।

ଗତ ରାତିରେ ଗଣେଶ ନିଜ ଗାଁ ହାଲ୍‌ପୁରକୁ ସରସ୍ୱତୀ ମେଳଣରେ ଯୋଗ ଦେବାକୁ ଆସିଥିଲା। ଏନେଇ ପୁଲିସ୍‌କୁ ଖବର ମିଳିବା ପରେ ସେ ଅଞ୍ଚଳରେ ଚଢ଼ଉ କରିଥିଲା ପୁଲିସ୍‌। ତେବେ ପୁଲିସ୍‌ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ଗଣେଶ। ଯାହାର ପାଲଟା ଜବାବ ଦେଇଛି ପୁଲିସ୍‌।

ଗଣେଶ ନିକଟରୁ ଗୋଟିଏ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ଜବତ ହୋଇଛି। ଆହତ ଗଣେଶକୁ ପ୍ରଥମେ କେନ୍ଦ୍ରାପ଼ଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

https://youtu.be/EL4Wtu7KFr0

Encounter-in-kendrapara-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories