ଦନ୍ତା ହାତୀର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ: ଦନ୍ତା ହାତୀର ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍‌ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଏପରିକି ହାତୀଟିର ବେକ ମଧ୍ୟ କଟା ଯାଇଥିବା ଜଣାପଡ଼ିଛି।

ତେବେ ପୋର୍ଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଯାହା ଜଣା ପଡ଼ିବ ବୋଲି ରେଞ୍ଜର କହିଛନ୍ତି।

You might also like