• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ନୀଳଗିରି : ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ। ଏହି ରେଞ୍ଜର ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁରେ ଗତ ରାତିରେ ହାତୀ ପଶି ଜଣକ ଘର ଭାଙ୍ଗିବା ସହ କଳେଇ ଭାଙ୍ଗି ଧାନ ଖାଇଦେଇଥିବା ଅଭିଯୋଗ ହୋଇଛି।

ହାତୀ ଭୟରେ ଗ୍ରାମର କବିତା ସିଂଙ୍କ ଘର ଭାଙ୍ଗିଥିବା ବେଳେ ଏବେ ଖୋଲା ଆକାଶ ତଳେ ଭୟରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର। ସେପଟେ ଏନେଇ ବନ ବିଭାଗ ଖବର ପାଇବାପରେ କ୍ଷୟକ୍ଷତିର ଆକଳନ ଲାଗି ଏକ ଟିମ୍‌ ପଠାଇଛି। ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ନୀଳଗିରି ଏସିଏଫ୍।

Elephant-fear-in-nilagiri-3
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories