କୁଲାବିରାରେ ହାତୀ ଅାତଙ୍କ
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୁଲାବିରାରେ ହାତୀ ଅାତଙ୍କ। ଅାଜି ସକାଳେ ୩ଟି ହାତୀ କୁଲାବିରା ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ଅାସିଥିଲେ। ଗାଁର କେତେ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣା ପଡିଛି।
ଆହୁରି ପଢ଼ନ୍ତୁ
ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀକୁ ତୁରେଇକେଲା ଜଙ୍ଗଲ ଭିତରକୁ ଘଉଡାଇଥିଲେ। କୁଳାବିରାରେ ଏଭଳି ବାରମ୍ବାର ହାତୀ ଅାସି ଉପଦ୍ରବ ଚଳାଇଥିବାରୁ ସ୍ଥାନୀୟ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି।