ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ

ବଲାଙ୍ଗିର  : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝରା ଗାଁରେ। ୧୧ କେଭି ତାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ ହୋଇଥିବା ସୂଚନା ମିଳିଛି।

ଅଞ୍ଚଳରେ ମକା ଚାଷ ହୋଇଥିଲା । ଯାହାକୁ ଖାଇବାକୁ ହାତୀ ଅାସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ବନ ବିଭାଗକୁ ଖବର ଦିଅାଯାଇଛି ।

You might also like