• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଟକ: କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜର ଜାମଣା ଗାଁ ନିକଟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।  ହାତୀ ଛୁଆର ବୟସ ଆନୁମାନିକ ୧ ମାସ ହେବ ବୋଲି ବନବିଭାଗ କର୍ତ୍ତୃପକ୍ଷ କହିଛନ୍ତି।

ଚନ୍ଦକା ଅଭୟାରଣ୍ୟରୁ ଗତ କିଛି ଦିନ ତଳେ ୧୭ଟି ହାତୀ ଡାଲିଯୋଡା ରେଞ୍ଜ ମଧ୍ୟକୁ ପଶି ଆସିଥିଲେ।

ଗତକାଲି ଏହି ହାତୀପଲ ମଧ୍ୟରେ ଥିବା ଛୁଆ ହାତୀଟିର ଦଳାଚକଟାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ମୃତ ହାତୀ ଛୁଆକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ୟବଚ୍ଛେଦ ପରେ ହାତୀଛୁଆର ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ।

Elephant-calf-deadbody-rescued
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories