କଟକରେ ନିର୍ବାଚନୀ ହିଂସା

କଟକ: କଟକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦଳର କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ, ଯୁବକଙ୍କୁ ଆକ୍ରମଣ କରିଥିବା ଦୃର୍ବୃତ୍ତଙ୍କୁ ଗିରଫ ଦାବିରେ ମର୍କତନଗର ଥାନା ଆଗରେ କାଠଯୋଡ଼ି ବିହାରର ବସ୍ତି ବାସିନ୍ଦା ଧାରଣା ଦେଇଥିଲେ।

ଆହୁରି ପଢ଼ନ୍ତୁ

You might also like