ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣା ; ବିଦେଶୀ ପୁଞ୍ଜି ଖୋଜିବ ଇଡି

ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED। ସଂସ୍ଥାର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ED ତାର ତଦନ୍ତ କରିବ।

ଏହି ପ୍ରସଙ୍ଗରେ  ED ପକ୍ଷରୁ ଢେଙ୍କାନାଳ ପୁଲିସକୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ OTVକୁ ଏହି ସୂଚନା ଦେଇଛନ୍ତି।

You might also like