• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଅନୁଗୁଳ : ନକଲି ସାମ୍ବାଦିକଙ୍କ ଭିଡିଓ ଭାଇରାଲ। ଅନୁଗୁଳ ଛେଣ୍ଡିପଦା ବ୍ଲକର କିଛି ଯୁବକ ଗୋଟିଏ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କିଛି ଯୁବକ ବିଦ୍ୟାଳୟ ମାନଙ୍କରେ ପହଁଚି ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବାବଦରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଡ଼ରାଇବା ସହ ଟଙ୍କା ଦାବି କରିଥିଲେ। ଗ୍ରାମବାସୀ  ଓ ଶିକ୍ଷକମାନେ ସେମାନଙ୍କ ପରିଚୟ ମାଗିଥିବାବେଳେ ହାତରେ ବୁମ୍‌ ଧରିଥିବା ଯୁବକ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲେ। ଶିକ୍ଷକ ଓ ଗ୍ରାମବାସୀ ସେମାନଙ୍କୁ ଫୋନ କରିଥିବା ବେଳେ ଜଣେ ଯୁବକ ଲାଞ୍ଚ ପାଇଁ ନିଜର ଆକାଉଣ୍ଟ ନମ୍ବର ଦେଇଥିଲେ।

ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

Duplicate-journalist-in-angul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories