• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଖୁବ୍‌ଶୀଘ୍ର Driving Licence(DL) ଓ Learner's Licence(LL) ପାଇଁ ଡ୍ରାଇଭିଂ ଟେଷ୍ଟ ପୁଣି ଆରମ୍ଭ ହେବ। ୨-୩ ଦିନ ଭିତରେ ଏହା ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଡ୍ରାଇଭିଂ ଟେଷ୍ଟ ସମୟରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ।

କରୋନା ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ଡ୍ରାଇଭିଂ ଓ Learner's ଲାଇସେନ୍ସ ପ୍ରଦାନ ବନ୍ଦ ଥିଲା। ତେବେ ଡ୍ରାଇଭିଂ ଟେଷ୍ଟ ସହ DL, LL ପ୍ରଦାନ ବ୍ୟବସ୍ଥା ପୁଣି ଆରମ୍ଭ କରିବା ପାଇଁ ପରିବହନ କମିଶନରଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିିଠି ଲେଖାଯାଇଛି।

ଏବେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପ୍ରତ୍ୟାହାର ହେବା ପରେ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ମଧ୍ୟ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।

Driving-test-for-driving-licence-and-learners-licence-very-soon-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories