ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

ଉଦଳା : ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ। ୬ଦିନ ପରେ ମିଳିଲା ମୃତଦେହ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ବୋଲି ଜଣାପଡିଛି । କ୍ଷତାକ୍ତ ଓ ପଥରରେ ବନ୍ଧାଯାଇଥିବା ଅବସ୍ଥାରେ ଡ୍ୟାମ୍‌ରୁ ଉଦ୍ଧାର ହୋଇଛି ମୃତଦେହ।

ହତ୍ୟା ଅଭିଯୋଗରେ ପୁଲିସ ମହୁଲପଙ୍ଖାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି।

 

You might also like